ପ୍ଲାଜମାଦାତା ଯୁବକଙ୍କୁ ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା

ଆଳି : ଆଳି ବ୍ଳକ ଚଣ୍ଡିଆଗଡ଼ି ପଞ୍ଚାୟତର କରୋନାମୁକ୍ତ ପ୍ଲାଜମାଦାତାଙ୍କୁ ଆଜି ପ୍ରତାପ ଦେବ ଫ୍ୟାନ କ୍ଳବ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଚଣ୍ଡିଆଗଡି ପଞ୍ଚାୟତ ବଇଦିମାଳ ଗ୍ରାମର ଦେବେନ୍ଦ୍ର ପଣ୍ଡା ବାଙ୍ଗାଲୁରୁରୁ ଫେରି ଗତ ଜୁନ ମାସରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ। ରାଜ୍ୟରେ ପ୍ଲାଜମା ଚିକିତ୍ସା ଆରମ୍ଭ ହେବାପରେ ସରକାର ବିଧାୟକ ମାନଙ୍କୁ କରୋନାମୁକ୍ତ ହୋଇଥିବା ବ୍ୟକ୍ତିଙ୍କୁ ପ୍ଲାଜମା ପ୍ରଦାନ ନିମନ୍ତେ ବୁଝାଇବାକୁ ଦାୟିତ୍ୱ … Continue reading ପ୍ଲାଜମାଦାତା ଯୁବକଙ୍କୁ ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା